ତୃଣମୂଳ କଂଗ୍ରେସ ପକ୍ଷରୁ ସୁସ୍ମିତା ଦେବ ରାଜ୍ୟସଭା ସାଂସଦ ପାଇଁ ମନୋନୀତ

ନୂଆଦିଲ୍ଲୀ: ମାସେରୁ କମ୍‌ ହେବ କଂଗ୍ରେସ ଦଳ ପରିତ୍ୟାଗ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇ ଥିବା ଆସାମ ସିଲଚର ଆସନର ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କୁ ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ପାଇଁ ମନୋନୀତ କରିଛି। ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ସମୟରେ ସୁସ୍ମିତା ଦେବ କହିଥିଲେ, ସେ ଜନସାଧାରଣଙ୍କ ସେବାର ଗୋଟାଏ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଶାସକ ‘ବିଜେପି’କୁ … Continue reading ତୃଣମୂଳ କଂଗ୍ରେସ ପକ୍ଷରୁ ସୁସ୍ମିତା ଦେବ ରାଜ୍ୟସଭା ସାଂସଦ ପାଇଁ ମନୋନୀତ